Basic Computer Course Learn From Home ଘରେ ବସି କମ୍ପୁଟର ସିଖନ୍ତୁ

Description

Microsoft Office software କୁ ଆଜିର ସମୟରେ 5 କୋଟିରୁ ବି ଅଧିକ ଲୋକ ପୁରା ଦୁନିଆ ରେ ବ୍ୟବହାର କରନ୍ତି । ପ୍ରାୟ ସମସ୍ତେ ୟାକୁ ଜାଣିଛନ୍ତି । କିନ୍ତୁ ଦୁଃଖର କଥା ଜେ ଠିକ୍ ରେ ବ୍ୟବହାର ଜାଣି ନାହାନ୍ତି ଜହାରି ଫଳରେ ସମୟ ଓ ପଇସା ଖର୍ଚ କରିବି ଠିକ output ହାସଲ କରି ପାରୁ ନାହାନ୍ତି ।

କେଉମାନେ ବ୍ୟବହାର କରିବା କଥା

ଆଜିର ସମୟରେ Computer ର Basic Knowledge ସମସ୍ତଂକୁ ଦରକାର । ଏଣୁ ଏହି Course ରେ ସମସ୍ତେ ଜୋଗ ଦେଇ ପାରିବେ ।

Why Take This Course

  • ଏହି Course ରେ step by step ସହଜ ଉପାୟରେ ଶିଖ୍ଯା ଦିଆ ଜାଇଛି
  • Windows 10, Word 2013, excel 2013, powerpoint 2013 ସହ Word 2019 and Excel 2019 ବି ଦିଆ ଜାଉଛି
  • ଗୋଟିଏ device (mobile or computer) ରେ ଜିବନ ସାରା ଆପଣ ୟାକୁ ବ୍ୟବହାର କରି ପାରିବେ

What Others Are Saying:

“Goes step by step with clear and simple instructions. Takes time in explaining each set before moving to the next.”
– Sandeep Dash

“Great online tutorial. Instructor goes slowly and uses great visuals. Easy to understand.” – Lisa Mahapatra

“Instructor’s lecture is easy to understand, and he leads at a comfortable pace. His technique of explanation is superior to many other courses I have taken on internet thus far.”  – Emi

“I feel as though the teacher is talking to me and he explains everything with great clarity. I wish I knew about this course before, I really feel a lot of respect and admiration for how serious he is in explainingevery little thing step by step.”
– A. Shan

500 ଟଂକା ଦେଇ ମୁ କଣ କଣ ପାଇବି ?

  • ଏହି ବିବରଣି ଅନୁସାରେ ଭିଡିଓ
    • Computer Fundamental : (9 Videos)
    • Windows – 10 (8 Videos)
    • Ms Word – 2013 (28 Videos)
    • Ms Excel – 2013 (25 Videos)
    • Ms Powerpoint – 2013 (10 Videos)
    • MS Word – 2019 (14 Videos)
    • MS Excel – 2019 (10 Videos)
  • Lifetime validity for single user and single machine (mobile or computer)
  • Course ସରିବା ପରେ DREAMS Computer ତରଫରୁ Certificate
  • Internet Connection ଦରକାର ନାହିଁ

କେମିତି Join କରିବି ?

Step – 1 : ତଳ Link ରୁ ଭିଡିଓ download କରନ୍ତୁ

Step – 2 : Computer ରେ ବ୍ୟବହାର କରିବାକୁ ଚାହୁଥିଲେ Computer ପାଇଁ MP7 player download କରନ୍ତୁ କିମ୍ବା

Mobile ରେ ବ୍ୟବହାର କରିବାକୁ ଚାହୁଥିଲେ Mobile ପାଇଁ MP7 player download କରନ୍ତୁ

Step – 3 : ଏବେ player କୁ run କରନ୍ତୁ ଆଉ ଜେ କୌଣସି ଗୋଟିଏ ଫାଇଲ କୁ ଖୋଲନ୍ତୁ । Screen ରେ Licence ପାଇବା ପାଇଁ ଦରକାର ବିବରଣି ଦେଖାଇବ । ତାକୁ ୯୪୩୯୧୫୬୬୬୪ ନମ୍ବର କୁ Whats up କରନ୍ତୁ ।

 

Content Download Links

Computer Fundamental Download Link

Windows 10 Download Link

Ms Word 2013 Download Link

MS Excel 2013 Download Link

MS Powerpoint 2013 Download Link

MP7 PLAYER FOR COMPUTER

MP7 PLAYER FOR ANDROID MOBILE


Leave a Reply

Your email address will not be published. Required fields are marked *