Description
Microsoft Office software କୁ ଆଜିର ସମୟରେ 5 କୋଟିରୁ ବି ଅଧିକ ଲୋକ ପୁରା ଦୁନିଆ ରେ ବ୍ୟବହାର କରନ୍ତି । ପ୍ରାୟ ସମସ୍ତେ ୟାକୁ ଜାଣିଛନ୍ତି । କିନ୍ତୁ ଦୁଃଖର କଥା ଜେ ଠିକ୍ ରେ ବ୍ୟବହାର ଜାଣି ନାହାନ୍ତି ଜହାରି ଫଳରେ ସମୟ ଓ ପଇସା ଖର୍ଚ କରିବି ଠିକ output ହାସଲ କରି ପାରୁ ନାହାନ୍ତି ।
କେଉମାନେ ବ୍ୟବହାର କରିବା କଥା
ଆଜିର ସମୟରେ Computer ର Basic Knowledge ସମସ୍ତଂକୁ ଦରକାର । ଏଣୁ ଏହି Course ରେ ସମସ୍ତେ ଜୋଗ ଦେଇ ପାରିବେ ।
Why Take This Course
- ଏହି Course ରେ step by step ସହଜ ଉପାୟରେ ଶିଖ୍ଯା ଦିଆ ଜାଇଛି
- Windows 10, Word 2013, excel 2013, powerpoint 2013 ସହ Word 2019 and Excel 2019 ବି ଦିଆ ଜାଉଛି
- ଗୋଟିଏ device (mobile or computer) ରେ ଜିବନ ସାରା ଆପଣ ୟାକୁ ବ୍ୟବହାର କରି ପାରିବେ
What Others Are Saying:
“Goes step by step with clear and simple instructions. Takes time in explaining each set before moving to the next.”
– Sandeep Dash
“Great online tutorial. Instructor goes slowly and uses great visuals. Easy to understand.” – Lisa Mahapatra
“Instructor’s lecture is easy to understand, and he leads at a comfortable pace. His technique of explanation is superior to many other courses I have taken on internet thus far.” – Emi
“I feel as though the teacher is talking to me and he explains everything with great clarity. I wish I knew about this course before, I really feel a lot of respect and admiration for how serious he is in explainingevery little thing step by step.”
– A. Shan
500 ଟଂକା ଦେଇ ମୁ କଣ କଣ ପାଇବି ?
- ଏହି ବିବରଣି ଅନୁସାରେ ଭିଡିଓ
- Computer Fundamental : (9 Videos)
- Windows – 10 (8 Videos)
- Ms Word – 2013 (28 Videos)
- Ms Excel – 2013 (25 Videos)
- Ms Powerpoint – 2013 (10 Videos)
- MS Word – 2019 (14 Videos)
- MS Excel – 2019 (10 Videos)
- Lifetime validity for single user and single machine (mobile or computer)
- Course ସରିବା ପରେ DREAMS Computer ତରଫରୁ Certificate
- Internet Connection ଦରକାର ନାହିଁ
କେମିତି Join କରିବି ?
Step – 1 : ତଳ Link ରୁ ଭିଡିଓ download କରନ୍ତୁ
Step – 2 : Computer ରେ ବ୍ୟବହାର କରିବାକୁ ଚାହୁଥିଲେ Computer ପାଇଁ MP7 player download କରନ୍ତୁ କିମ୍ବା
Mobile ରେ ବ୍ୟବହାର କରିବାକୁ ଚାହୁଥିଲେ Mobile ପାଇଁ MP7 player download କରନ୍ତୁ
Step – 3 : ଏବେ player କୁ run କରନ୍ତୁ ଆଉ ଜେ କୌଣସି ଗୋଟିଏ ଫାଇଲ କୁ ଖୋଲନ୍ତୁ । Screen ରେ Licence ପାଇବା ପାଇଁ ଦରକାର ବିବରଣି ଦେଖାଇବ । ତାକୁ ୯୪୩୯୧୫୬୬୬୪ ନମ୍ବର କୁ Whats up କରନ୍ତୁ ।
Content Download Links
Computer Fundamental Download Link
MS Powerpoint 2013 Download Link